ନୀଳଗିରି ମହୋତ୍ସବ ଦେଖିବାକୁ ଯାଇଥିହା ସମୟରେ
।ତାଲା ଭାଙ୍ଗି ଲୁଟିନେଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହ ନଗଦ ୪୦ ହଜାର ଟଙ୍କା।ନୀଳଗିରି ଥାନା ଅଧୀନ ଦାସସାହି ଦୀପକ କୁମାର ସିଂଙ୍କ ଘରେ ଘଟିଛି ଏଭଳି ଘଟଣା। ପାଖରେ ଥିବା ଅନ୍ୟ ଜଣେ ପଡୋଶୀ ସନ୍ତୋଷ ସାହୁ ଙ୍କ ଗେଟ ତାଲା ଭାଙ୍ଗିଥିଲେ ହେଁ ଘର ମାଲିକ ପହଞ୍ଚି ଯିବାରୁ ଚୋରି କରିବାରେ ସଫଳ ହୋଇ ନଥିଲେ |
ପୁଲିସର ତଦନ୍ତ ଆରମ୍ଭ |





