ପାଣି ପାଇଁ ଡ଼ହକ ବିକଳ ଗ୍ରାମବାସୀ,,,

👇समाचार सुनने के लिए यहां क्लिक करें

ସରକାର ଙ୍କ ବିଭିନ୍ନ ଯୋଜନା ଫେଲ ମାରିଛି ଏହି ଅଞ୍ଚଳ ରେ ସରକାର୍ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବଭିନ୍ନ ଯୋଜନା ମାଧ୍ୟମରେ ଗ୍ରମାଞ୍ଚଳ ରେ ପିଇବା ଖାଇବା ଗାଧୋଇବା ପାଇଁ ଏହି ଗ୍ରୀଷ୍ମଋତୁ ରେ ଘରଘର ଜଳ ଯୋଗାଇ ଥାଆନ୍ତି କିନ୍ତୁ ଏଠି ତାହା ବିପରୀତ ଦେଖିବାକୁ ମିଳୁଛି ତାହା ହେଉଛି କଂଧମାଳ ଜିଲ୍ଲାର ଖଜୁରୀ ପଡା ବ୍ଲକ୍ ଅନ୍ତର୍ଗତ ଆର୍ ନୂଆଗାଁ ଗ୍ରାମପଞ୍ଚାୟତ ଅଧିନରେ ଥିବା ଝଗଡ଼ ପଟା ଗ୍ରାମରେ ଦେଖିବା କୁ ମିଳୁଛି।ଏଥି ପାଇଁ କେବଳ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଘଟିଥିବା ଅଭିଯୋଗ କରି କହି ଛନ୍ତି ଗ୍ରାମ ବାସି ଶାନ୍ତନୁ ବେହେରା,ପ୍ରଭାତୀ ପ୍ରଧାନ,ଚନ୍ଦ୍ରମା ପ୍ରଧାନ , ଶୈନ୍ଦ୍ରି ପ୍ରଧାନ,ପାର୍ବତୀ କହଁର ।ଆଗାମୀ ଦିନରେ ସରକାର୍ ଯଦି ଆମ ଦୁଃଖ ନ ଶୁଣନ୍ତି ତାହାହେଲେ ବାଧ୍ୟହୋଇ ରାଜ ରାସ୍ତା କୁ ଓହ୍ଲେଇ ବୁ ଆଉ ଆନ୍ଦୋଳନ କରିବୁ

Sidha Sambad
Author: Sidha Sambad

Leave a Comment

और पढ़ें