ଗଜାନନଙ୍କ ନୂତନମନ୍ଦିର ପ୍ରତିଷ୍ଠା ନିମନ୍ତେ ଭୂମିପୂଜନ ।

👇समाचार सुनने के लिए यहां क्लिक करें

ନୀଳଗିରି- ୩୦/୪(ସିଧାସମ୍ବାଦ);
ନୀଳଗିରି ବ୍ଲକ୍ ଜଡ଼ିଦା ପଞ୍ଚାୟତ ଯୋକନଣ୍ଡା ଗ୍ରାମରେ ଏକ ନୂତନ ଗଜାନନଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଭୂମିପୂଜନ କରାଯାଇଛି।ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ଏହି କାର୍ଯ୍ଯକ୍ରମରେ ଯୋଗଦେଇ କର୍ତ୍ତା ଭାବରେ ସମସ୍ତ ପୂଜାବିଧି ସମ୍ପନ୍ନ କରିଥିଲେ। ଗ୍ରାମବାସୀଙ୍କ ଆଗ୍ରହ ଏବଂ ପ୍ରଭୁ ଗଜାନନଙ୍କ କୃପାରୁ ଖୁବଶୀଘ୍ର ମନ୍ଦିର ପ୍ରତିଷ୍ଠା କରାଯିବ ବୋଲି ବିଧାୟକ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି।ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଗ୍ରାମର ଉତ୍ସାହୀ ଯୁବକ ଶ୍ରୀକାନ୍ତ ଭୂୟାଁ, ପ୍ରଦୀପ ବେହେରା, ସଦସ୍ୟ ପଦ୍ମଲୋଚନ ବେହେରା, ସଞ୍ଜୟ ଭୋଳ, ସନ୍ୟାସୀ ବାରିକ, ରବୀନ୍ଦ୍ର ଭୋଳ, ଗଙ୍ଗାଧର ପ୍ରଧାନ, ରବୀନ୍ଦ୍ର ପୃଷ୍ଟି, ଦିଲ୍ଲୀପ ଭୂୟାଁ, ଆଦିକନ୍ଦ ନାୟକ, ଗଣେଶ ଭୂୟାଁ, ନରେନ୍ଦ୍ର ଭୂୟାଁ, ଉମେଶ ଜେନା, ଅଭି ବେହେରା, ଅର୍ଜୁନ ଭୋଳ, ପଞ୍ଚାନନ ସ୍ୱାଇଁ, ସୁରେନ୍ଦ୍ର ଭୋଳ, ଗଜେନ୍ଦ୍ର ଭୂୟାଁ, ରମେଶ ବାରିକ, ସୁଜିତ୍ ବେହେରା, ମାର୍କଣ୍ଡ ବେହେରା, ରମାକାନ୍ତ ପୃଷ୍ଟି, ନିରଞ୍ଜନ ପୃଷ୍ଟି, ଗିରିଧାରୀ ପ୍ରଧାନ, ଗେଣ୍ଡୁଆ ପ୍ରଧାନ , ହରିନାରାୟଣ ଜେନା ,ଶରତ କୁମାର ବେହେରା,ସନ୍ଦିପ ଜେନା,ଦିଲ୍ଲିପ ବେହେରା,ରଞ୍ଜିତ ଭୋଳ,ପ୍ରଫୁଲ୍ଲ ବେହେରା,ବ୍ରହ୍ମାନନ୍ଦ ଜେନା ପ୍ରମୁଖ ସହଯୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें