ପାଚିକା ଓ ସହାୟିକା ମହାସଂଘ ର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ରଣ ହୁକାଂର —————————————- ଚଳିତ ମାସ ମାସ 20 05 2025 ତାରିଖ ଦିନ ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ( AICCTU) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ 17 ଦଫା ଦାବି ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l

👇समाचार सुनने के लिए यहां क्लिक करें

ପାଚିକା ଓ ସହାୟିକା ମହାସଂଘ ର
ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ
ରଣ ହୁକାଂର
—————————————-
ଚଳିତ ମାସ ମାସ 20 05 2025 ତାରିଖ ଦିନ ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ( AICCTU) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ 17 ଦଫା ଦାବି ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l
ସ୍କିମ୍ ଶ୍ରମିକ ମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଓ ମାସିକ 26 ହଜାର ଟଙ୍କା ପ୍ରଦାନ କରିବା , ପାଚିକା ମାନକୁଂ ସାମାଜିକ ନିରାପତ୍ତା ପ୍ରଦାନ କରିବା, 4 ଟି ଶ୍ରମ କୋଡ଼ ବାତିଲ କରିବା, ନୁତନ ଶିକ୍ଷା ନିତି 2020 କୁ ବାତିଲ କରିବା, 2022 ବିଦ୍ୟୁତ୍ ର ଘରୋଇ କରଣ ବଦଂ କରିବା, କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା, ଓପିଏସ୍ କୁ ଲାଗୁକରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା, 200 ଦିନ କାମ ଦୈନିକ 600 ମଜୂରୀ ପ୍ରଦାନ କରିବା, କର୍ପୋରେଟ ଲୁଟ ବଦଂ କରିବା, ଜଗଂଲ ଆଇନ 2023 ବାତିଲ କରିବା, ସମସ୍ତ କୁଂ ମାଗଣା ବୈଜ୍ଞାନିକ ଶିକ୍ଷା ପ୍ରଦାନ କରିବା, EPF ESIC ରେ ମଜୁରୀ ସିମା ଉଛେଦ କରିବା, କୃଷି ରୁଣ ଉପରେ ସବସିଡି ପ୍ରଦାନ କରିବା, କୃଷି ଉତ୍ପାଦନ ସର୍ବନିମ୍ନ ସହାୟକ ମୂଲ୍ୟ ଆଇନ ଗତ ଗ୍ୟାରେଣ୍ଟି ପ୍ରଦାନ କରିବା,
ଉପସ୍ଥିତ ଥିଲେ
ମୁନି ଶବର (ସଭାପତି) ମୁକ୍ତି ଲତା ଶବର, , ବିଜୟ ଲକ୍ଷ୍ମୀ ଶବର , ମଣି ଶବର, , ଜୟନ୍ତୀ ଶବର, ପ୍ରଭା ବିଦିକା , ନଳିନୀ ପଣ୍ଡା, କୁମାରୀ ଶବର, ସୂର୍ଯ୍ୟ ଶବର,ସବିତା ଜେନା, ରାଜେନ୍ଦ୍ର ମାଝୀ, କୈଳାସ ଶବର
ନିବେଦକ
ତ୍ରିପତି ଗମାଙ୍ଗ
ଉପଦେଷ୍ଟା
ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ( AICCTU)
ଗୁଣପୁର ରାୟଗଡା ଓଡିଶା

Sidha Sambad
Author: Sidha Sambad

Leave a Comment

और पढ़ें