ସାଧାରଣ ଲୋକଙ୍କ କୃଷି, ସ୍ୱାସ୍ଥ୍ମନ ଆଦି ସୁବିଧା ନିମନ୍ତେ ସରକାର ନୂତନ ପାଞ୍ଚୟତ ପୁନର୍ଗଠନ ପାଇଁ ଏବେ ଜୁନ ମାସ 30 ତାରିଖ ପର୍ଯ୍ୟନ୍ତ ଲୋକଙ୍କ ଅପିଲ ରଖିଥିବା ବେଳେ ଆଜି ମୁନିଗୁଡା ବ୍ଲକ ର ନୂତନ ପଞ୍ଚୟତ ବିଜାବାଣ୍ଡଳୀ କୁ ନୂତନ ପଞ୍ଚୟତ ପାଇଁ ଜୋର ଧରିଲା ! ସ୍ଥାନୀୟ ବିଜବଣ୍ଡଳୀ ହନୁମାନ ମନ୍ଦିର ନିକଟର ଏକ ଆମ୍ବତୋଟା ଠାରେ ଅଂଚଳର ଜନସାଧାରଣ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ! ପୂର୍ବରୁ ଦୀର୍ଘ 25 କିଲୋମିଟର ଦୀର୍ଘ ଦୂରତ୍ୱ ର ଥିବା ଗାଁ ଗୁଡିକ ଯଥା ଖମବେଶି ଜାରାପା, ସେରକପଡି କେଶର ପାଡ଼ି , ବାତୁଡ଼ି ନିୟମଗିରି ପର୍ବତ ଅଞ୍ଚଳ ର ନିରୀହ ଆଦିବାସୀ ଶିବପଦର ପଞ୍ଚୟତ ଉପରେ ନିର୍ଭର କରି ଦୀର୍ଘ ବର୍ଷ ହେବ ଚଳି ଆସୁଛନ୍ତି ! ସରକାରୀ ସୁବିଧା ରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା , କଣ୍ଟ୍ରୋଲ ଚାଉଳ ପାଇଁ ଦୀର୍ଘ ବାଟ ଯିବା ଆସିବା ରେ ଅନେକ ଅସୁବିଧା ଭୋଗୁଥିବା ବେଳେ, ନୂତନ ପଞ୍ଚୟତ ର ବହୁମାତ୍ରା ରେ ଆବଶ୍ୟକ ରହିଛି ! ଭୌଗଳିକ ଦୃଷ୍ଟି କୋଣରୁ ବିଜବଣ୍ଡଳୀ ଗ୍ରାମ ଟି 700 ଭୋଟର ଥିବାବେଳେ ସମସ୍ତ କ୍ଷେତ୍ର ରେ ଉକ୍ତ ସ୍ଥାନ ଟି ଯୁକ୍ତିଗୁକ୍ତ ହୋଇଥିବାରୁ ଏଇଠାକୁ ପଞ୍ଚୟତ ରୂପେ ନୂତନ ପଞ୍ଚୟତ ଗଠନ କରାଗଲେ 17 ଟି ଗାଁ ର ପ୍ରାୟ 2800 ରୁ ଉର୍ଦ୍ଧ ଜନସାଧାରଣ ଙ୍କର ସମସ୍ତ ସରକାରୀ ସୁବିଧା ଭୋଗ କରିପାରିବେ ! ତେବେ ପୁରୁଣା ଶିବପଦର ପଞ୍ଚୟତ ର 16/ 17 ଟି ଗାଁ କୁ ବିଭକ୍ତ କରି ବିଜବଣ୍ଡଳୀ କୁ ନୂତନ ପଞ୍ଚୟତ ରୂପେ ନିର୍ଧାରଣ କରି ଲୋକଙ୍କ ସୁବିଧା ପାଇଁ ଦାବୀ ଜୋର ଧରିଲା ! ବର୍ତମାନ ର ସରକାର ଆଗକୁ କି ନିଷ୍ପତି ନେବେ ତାହା ସମୟ ସପକ୍ଷ

👇समाचार सुनने के लिए यहां क्लिक करें

ସାଧାରଣ ଲୋକଙ୍କ କୃଷି, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସୁବିଧା ନିମନ୍ତେ ସରକାର ନୂତନ ପାଞ୍ଚୟତ ପୁନର୍ଗଠନ ପାଇଁ ଏବେ ଜୁନ ମାସ 30 ତାରିଖ ପର୍ଯ୍ୟନ୍ତ ଲୋକଙ୍କ ଅପିଲ ରଖିଥିବା ବେଳେ ଆଜି ମୁନିଗୁଡା ବ୍ଲକ ର ନୂତନ ପଞ୍ଚୟତ ବିଜାବାଣ୍ଡଳୀ କୁ ନୂତନ ପଞ୍ଚୟତ ପାଇଁ ଜୋର ଧରିଲା !
ସ୍ଥାନୀୟ ବିଜବଣ୍ଡଳୀ ହନୁମାନ ମନ୍ଦିର ନିକଟର ଏକ ଆମ୍ବତୋଟା ଠାରେ ଅଂଚଳର ଜନସାଧାରଣ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି !
ପୂର୍ବରୁ ଦୀର୍ଘ 25 କିଲୋମିଟର ଦୀର୍ଘ ଦୂରତ୍ୱ ର ଥିବା ଗାଁ ଗୁଡିକ ଯଥା ଖମବେଶି ଜାରାପା, ସେରକପଡି କେଶର ପାଡ଼ି , ବାତୁଡ଼ି ନିୟମଗିରି ପର୍ବତ ଅଞ୍ଚଳ ର ନିରୀହ ଆଦିବାସୀ ଶିବପଦର ପଞ୍ଚୟତ ଉପରେ ନିର୍ଭର କରି ଦୀର୍ଘ ବର୍ଷ ହେବ ଚଳି ଆସୁଛନ୍ତି !
ସରକାରୀ ସୁବିଧା ରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା , କଣ୍ଟ୍ରୋଲ ଚାଉଳ ପାଇଁ ଦୀର୍ଘ ବାଟ ଯିବା ଆସିବା ରେ ଅନେକ ଅସୁବିଧା ଭୋଗୁଥିବା ବେଳେ, ନୂତନ ପଞ୍ଚୟତ ର ବହୁମାତ୍ରା ରେ ଆବଶ୍ୟକ ରହିଛି !
ଭୌଗଳିକ ଦୃଷ୍ଟି କୋଣରୁ ବିଜବଣ୍ଡଳୀ ଗ୍ରାମ ଟି 700 ଭୋଟର ଥିବାବେଳେ ସମସ୍ତ କ୍ଷେତ୍ର ରେ ଉକ୍ତ ସ୍ଥାନ ଟି ଯୁକ୍ତିଗୁକ୍ତ ହୋଇଥିବାରୁ ଏଇଠାକୁ ପଞ୍ଚୟତ ରୂପେ ନୂତନ ପଞ୍ଚୟତ ଗଠନ କରାଗଲେ 17 ଟି ଗାଁ ର ପ୍ରାୟ 2800 ରୁ ଉର୍ଦ୍ଧ ଜନସାଧାରଣ ଙ୍କର ସମସ୍ତ ସରକାରୀ ସୁବିଧା ଭୋଗ କରିପାରିବେ !
ତେବେ ପୁରୁଣା ଶିବପଦର ପଞ୍ଚୟତ ର
16/ 17 ଟି ଗାଁ କୁ ବିଭକ୍ତ କରି ବିଜବଣ୍ଡଳୀ କୁ ନୂତନ ପଞ୍ଚୟତ ରୂପେ ନିର୍ଧାରଣ କରି ଲୋକଙ୍କ ସୁବିଧା ପାଇଁ ଦାବୀ ଜୋର ଧରିଲା !
ବର୍ତମାନ ର ସରକାର ଆଗକୁ କି ନିଷ୍ପତି ନେବେ ତାହା ସମୟ ସାପ

କ୍ଷ

Sidha Sambad
Author: Sidha Sambad

Leave a Comment

और पढ़ें