ଆସନ୍ତା କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର(ସିଧା ସମ୍ବାଦ) ୧୯/୦୬,ଆସୁଛନ୍ତି ପ୍ରଧାନମନ୍ତ୍ରୀ।ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ। ସେ ସନ୍ଧ୍ୟା ବେଳେ ଜନତା ମୈଦାନଠାରେ ଆୟୋଜିତ ହେବାକୁ ଥିବା ସରକାରଙ୍କ ବର୍ଷପୂରାଣୀରେ ଯୋଗ ଦେବେ। ଏହାପୂର୍ବରୁ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍ୱାଗତ କରାଯିବ । ସେ ଦୁଇଘଣ୍ଟା ଏଠାରେ ରହିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୧୦୦ ଇଭି ବସ୍‍ ଲୋକାର୍ପଣ ହେବା ସହ ବିକଶିତ ଓଡ଼ିଶାର ରୋଡମ୍ୟାପ୍‍ ଉନ୍ମୋଚନ ହେବ।
କାଲି ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ l
– ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
* ବିମାନ ବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ’
* କଳିଙ୍ଗ ଷ୍ଟାଡିୟମ୍‌ଠାରୁ ବିଶାଳ ରୋଡ୍‌ ସୋ’ କରିବେ’
* ପାଖାପାଖି ୨ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ
* ବୟୋବନ୍ଦନା କାର୍ଡ ବାଣ୍ଟିବେ, ଅନ୍ତ୍ୟୋଦୟ ଘର ବଣ୍ଟନ କରିବେ’
* ଲକ୍ଷପତି ଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି

Sidha Sambad
Author: Sidha Sambad

Leave a Comment

और पढ़ें