ଖାଉଟିଙ୍କୁ ମିଳିବ ଗହମ – ଯୋଗାଣ ମନ୍ତ୍ରୀ

👇समाचार सुनने के लिए यहां क्लिक करें

ଉଟିଙ୍କୁ ମିଳିବ ଗହମ। ଏନେଇ ଗୁରୁବାର ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଯେତିକି ଗହମ ଆସିଥିଲା ଖାଉଟିଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଅବସ୍ଥାରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें