“ସମ୍ପୂର୍ଣ୍ଣତା ଅଭିଯାନ”ର ଉଦଘାଟନ ସମାରୋହ ଆୟୋଜିତ

👇समाचार सुनने के लिए यहां क्लिक करें

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ ସ୍ଥିତ ସଭାଗୃହରେ “ସମ୍ପୂର୍ଣ୍ଣତା ଅଭିଯାନ”ର ଉଦଘାଟନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅଭିଯାନ ଆକାଂକ୍ଷୀ ବ୍ଳକ କାର୍ଯ୍ୟକ୍ରମ ଅଧୀନରେ ନୀତି ଆୟୋଗ ଦ୍ୱାରା ଚାଲୁ ହୋଇଥିବା ଏକ ପ୍ରୟାସ, ଯାହା ୨୮ ଜାନୁଆରୀରୁ ଆରମ୍ଭ ହୋଇ ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏହାର ମୂଳ ଲକ୍ଷ୍ୟ ହେଉଛି ପୋଷଣ, ଶିକ୍ଷା ଓ ପଶୁ ସମ୍ପଦ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ସୂଚକାଙ୍କକୁ ଶତପ୍ରତିଶତ କାର୍ଯ୍ୟକାରୀ କରି ସମଗ୍ର ଉନ୍ନତି ସୁନିଶ୍ଚିତ କରିବା।

Sidha Sambad
Author: Sidha Sambad

Leave a Comment

और पढ़ें