ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ, ମଲିପଡ଼ା ଗ୍ରାମରେ ପଞ୍ଚୁଦୋଳ ମହୋତ୍ସବ ବେଶ ଆଡମ୍ବର ପୂର୍ଣ୍ଣରେ ପାଳନ ହେଉଛି,ପ୍ରାୟ ତିନିଦିନ ବ୍ୟାପି ଏହି ଦୋଳପୁର୍ଣିମା ମହୋତ୍ସବ ପାଳନ କରାଯାଏ, ଗାଁ ସମସ୍ତ ସଦସ୍ୟ ଙ୍କ ଦ୍ୱାରା ଏହା ଅନୁଷ୍ଠିତ ଏ ଏବର୍ଷ ପ୍ରାୟ 41 ଦୋଳ ସମlଙ୍ଗମ ହୋଇଥିଲା, ମୁଖ୍ୟ ଠାକୁର ଭାବେ ମଳିପଡ଼ା ଗ୍ରାମର ବଳଦେବଜୀଉ ଠାକୁର ମୁଖ୍ୟ ଭାବେ ପୂଜା କରାଯାଏ, ପ୍ରାୟ 20 ଲୋକ ସମlଙ୍ଗମ ହୋଇଥିଲା, ଛଟପଟି ଖାଇବା ସାଙ୍ଗକୁ ମେଳଣ ଯାତ୍ରା ମଜା ଲୋକମାନେ ନେଇଥିଲେ….




