ଅକ୍ଷୟ ତୃତୀୟାରେ କିଣି ଆଣନ୍ତୁ ଏହି ଜିନିଷ

👇समाचार सुनने के लिए यहां क्लिक करें

ଲୁଣ- ଏହି ଦିନ ଲୁଣ ମଧ୍ୟ କିଣି ପାରିବେ । ଲୁଣ ଚନ୍ଦ୍ରଙ୍କ ସହ ଜଡିତ ବୋଲି କୁହାଯାଏ । ଏହି ଦିନ ଲୁଣ କିଣିବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ।
ରୁପା- ଏହି ଦିନ ରୁପାର ଜିନିଷ କିମ୍ବା ରୁପା ବାସନ ମଧ୍ୟ କିଣିପାରିବେ । ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ମାଟିପାତ୍ର- ଏହି ଦିନ ମାଟି ପାତ୍ର ମଧ୍ୟ କିଣି ପାରିବେ । ମାଟିଦୀପ କିଣିପାରିବେ । ଏହାଦ୍ୱାରା ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ ।\

ଏହି ଦିନ ଅଧିକାଂଶ ଲୋକେ ସୁନା କିଣି ଥାନ୍ତି । ମାତ୍ର ସଭିଏଁ ସୁନା କିଣିବା ସମ୍ଭବପର ନୁହେଁ। ତେବେ ଅକ୍ଷୟ ତୃତୀୟାରେ କେବଳ ସୁନା ନୁହେଁ ବରଂ ଏପରି କେତେକ ଜିନିଷ ରହିଛି, ଯାହାକୁ କିଣିଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ମିଳିବା ସହ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ହେବ।

Sidha Sambad
Author: Sidha Sambad

Leave a Comment

और पढ़ें