ଭୁବନେଶ୍ୱର:ବିଶ୍ୱ ମାର୍କେଟରେ ସୁନା ଦର ବୃଦ୍ଧି ପାଇଛି, ଯାହା ଭାରତର ସୁନା ଦରକୁ ମଧ୍ୟ ପ୍ରଭାବିତ କରୁଛି। ଯଦି ଆପଣ ସୁନା କିଣିବା ବା ବିକ୍ରି କରିବା ବିଚାର କରୁଛନ୍ତି, ତେବେ ସ୍ଥାନୀୟ ଜେୱେଲର୍ ଓ ବ୍ୟାଙ୍କର ଦର ଯାଞ୍ଚ କରିବା ଭାରତର ସୁନା ଦର (5 ଜୁନ 2025)
24 କ୍ୟାରେଟ ସୁନା: ₹9,960 ପ୍ରତି ଗ୍ରାମ
22 କ୍ୟାରେଟ ସୁନା: ₹9,130 ପ୍ରତି ଗ୍ରାମ
18 କ୍ୟାରେଟ ସୁନା: ₹7,470 ପ୍ରତି ଗ୍ରାମ
୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୯,୬୦୦ ଟଙ୍କା ରହିଛି । ଗତକାଲି ଏହା ୯୯,୧୭୦ ଟଙ୍କା ଥିଲା । ଏଥିରେ ୪୩୦ ଟଙ୍କା ବୃଦ୍ଧି ପାଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୧,୩୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୯୦୦ ଥିଲା । ଏଥିରେ ୪୦୦ ଟଙ୍କା ବୃଦ୍ଧି ହୋଇଛି।



