ସୁନା ଦର ବଢିଲା !

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ୨୧/୦୬ (ସିଧା ସମ୍ବାଦ) ଶନିବାର ବଢିଛି ସୁନା ର ଦାମ୍‌ ।୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୦,୭୫୦ ଟଙ୍କା ରହିଛି । ଗତକାଲି ୧,୦୦,୪୮୦ ଟଙ୍କା ଥିଲା । ଏଥିରେ ୨୭୦ ଟଙ୍କା ବୃଦ୍ଧି ହୋଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୩୫୦ ଟଙ୍କା ରହିଛି । ଗତକାଲି ୯୨,୧୦୦ ଟଙ୍କା ଥିଲା । ଏଥିରେ ୨୫୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୫,୫୬୦ ଟଙ୍କା ରହିଛି । ଗତକାଲି ୭୫,୩୬୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।

Sidha Sambad
Author: Sidha Sambad

Leave a Comment

और पढ़ें