ଆସୁଛି ବଡ଼ ବର୍ଷା,ଆସୁଛି ଏକ ଲଘୁଚାପ।

👇समाचार सुनने के लिए यहां क्लिक करें

ଆସୁଛି ବଡ଼ ବର୍ଷା,ଆସୁଛି ଏକ ଲଘୁଚାପ। ୯ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଅଧିକ ଘନୀଭୂତ ହୋଇ ଏହା ଲଘୁଚାରରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Sidha Sambad
Author: Sidha Sambad

Leave a Comment

और पढ़ें