ଧନତରାସ୍ ଓ ଦିଓ୍ବାଲି ପାଇଁ ମଲ୍ଲିକା ଜ୍ବୋଲର୍ସ ନଂ ଓ୍ବାନ ସୁନା ଓ ରୂପା ମନୋଲୋଭା ଅଳଙ୍କାର ସହ ବେଷ୍ଟ ଡିସକାଉଣ୍ଟ ପାଇଁ ମଲ୍ଲିକା ଜ୍ବେଲର୍ସ

👇समाचार सुनने के लिए यहां क्लिक करें

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ ଧନତାରାସ୍ ସମସ୍ତିଙ୍କ ମନରେ ଉତ୍ସାହ ଉଦ୍ଦିପନା
ଏହି ଅବସରରେ ଏହି 9|ଗ
ୁଇ ପର୍ବରେ ଘରକୁ ସୁନାଓ ରୂପା ଅଳଙ୍କାର କିଣିଲେ ମା ଲଖ୍ମୀ ଧନବର୍ଷା କରିଥାନ୍ତି ବୋଲି ସାଧାରଣରେ ଆସ୍ଥା ରହିଚି ା ଏହାୁ ଲଖ୍ୟ ରଖି ଗହଣା ବ୍ୟବସାୟି ମାନେ ଗ୍ରାହକଙ୍କୁ କୃଷ୍ଟ କରିବା ପାଇଁ ମନଲୋଭା ଡିସକାଉଣ୍ଟ ସହ ନୂତନ ଡିଜାଇନର ସମ୍ଭାରରେ ଦକାନ ଫୁଲ କରି ଦେଇଛନ୍ତି ା ପାର୍ବଣ ଓ ବାହାଘର ସିଜନକୁ ଆଖିରେ ରଖି ରାଜଧାନୀ ଭୁବନେଶ୍ବର ରାମ ମନ୍ଦିର ଛକରେ ଥିବା ମଲ୍ଲିକା ଜ୍ବେଲର୍ସ ଗହଣା ଉପରେ କମ୍ ଗଢ଼ା ମଜରୁରି ମୂଲ୍ୟ ମାତ୍ର 699 ଟଙ୍କା ସହ ସୁନ୍ଦର ନୁଆ ଡଜାଇନ୍ ଆଣି ଥିବାରୁ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଚି

Sidha Sambad
Author: Sidha Sambad

Leave a Comment

और पढ़ें