୬ଷ୍ଠ ତମ ବାର୍ଷିକ ଉତ୍ସବ ପାଳିତ।

👇समाचार सुनने के लिए यहां क्लिक करें

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ। ଗୋଡିଆଳି ଗ୍ରାମ ରେ ଶ୍ରୀ ଦଧିବାମନଦେବଙ୍କପୀଠରେ ସାପ୍ତାହିକ ଷଷ୍ଠତମ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ୧୭ ଠାରୁ ୨୪ ପର୍ଯ୍ୟନ୍ତ ଗୋଡିଆଳି ଗ୍ରାମରେ ସାତ ଦିନ ଧରି ଯଜ୍ଞ ଓ ପ୍ରବଚନ ପ୍ରସାଦ ସେବନ କରାଯାଇଥିଲା ଶେଷ ଦିନରେ ପୁର୍ଣ୍ଣ ଆହୁତି ବିଜେପି ମାନସ କୁମାର ବେହେରା ଗ୍ରାମର ସମସ୍ତ ଦେବାଦେବୁଙ୍କୁ ଦିଆଯାଇଥିଲା ଏହି କାର୍ଯ୍ୟକ୍ରମ ଗ୍ରାମର ମୁଖ୍ୟ ଆବାହକ ରବିନ୍ଦ୍ର ସ୍ବାଇଁ କାର୍ତ୍ତିକ ସାହୁ ତପନ ପ୍ରଧାନ ଲକ୍ଷ୍ମୀଧର ସ୍ଵାଇଁ ଛବି ପ୍ରଧାନ ଗ୍ରାମବାସୀ ବୁନ୍ଦ ସମ୍ପୁର୍ଣ୍ଣ କରିଥିଲେ

Sidha Sambad
Author: Sidha Sambad

Leave a Comment

और पढ़ें