କୃଷିକ୍ଷେତ୍ରରେ ଅଧିକ ଅମଳ ଓ ଜମିର ଉର୍ବରତ ବଜାୟ ରଖିବା ପାଇଁ କୃଷିକ୍ଷେତ୍ର ଜୈବିକ ସାରର ବ୍ୟବହାରକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନା ମିଳିତ କାର୍ଯ୍ୟକ୍ରମ ମାନ ଜାରିରହିଛି l ଏହି କ୍ରମରେ ଆଜି ମେ 8 ତାରିଖ ଶୁକ୍ରବାର ଦିନ 11 ଟ ସମୟରେ ଯାଜପୁର ଜିଲ୍ଲା ସାଦରମାହାକୁମାସ୍ଥିତ ମିଶନସକ୍ତି ସଭାଗୃହ ଠାରେ କୃପାଳୁ ଅର୍ଗାକ୍ସ ଓ ଜିଲ୍ଲା ସମବାୟ ବିଭାଗର ମିଳିତ ଆୟୋଜନରେ ଏକ କର୍ମଶାଳା

👇समाचार सुनने के लिए यहां क्लिक करें

କୃଷିକ୍ଷେତ୍ରରେ ଅଧିକ ଅମଳ ଓ ଜମିର ଉର୍ବରତ ବଜାୟ ରଖିବା ପାଇଁ କୃଷିକ୍ଷେତ୍ର ଜୈବିକ ସାରର ବ୍ୟବହାରକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନା ମିଳିତ କାର୍ଯ୍ୟକ୍ରମ ମାନ ଜାରିରହିଛି l ଏହି କ୍ରମରେ ଆଜି ମେ 8 ତାରିଖ ଶୁକ୍ରବାର ଦିନ 11 ଟ ସମୟରେ ଯାଜପୁର ଜିଲ୍ଲା ସାଦରମାହାକୁମାସ୍ଥିତ ମିଶନସକ୍ତି ସଭାଗୃହ ଠାରେ କୃପାଳୁ ଅର୍ଗାକ୍ସ ଓ ଜିଲ୍ଲା ସମବାୟ ବିଭାଗର ମିଳିତ ଆୟୋଜନରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି l ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ସମବାୟ ସମିତିର କର୍ମକର୍ତା ଓ ଚାଷୀ ମାନେ ଯୋଗଦେଇଥିଲେ ଓ ସମବାୟ ବିଭାଗର ଅଧିକାରୀ ଏବଂ କୃପାଳୁ ଅର୍ଗାନିକ୍ସ ର କର୍ମକର୍ତା ମାନେ କୃଷିକ୍ଷେତ୍ରରେ ଜୈବିକ ସାର ର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋଚନା କରିଥିଲେ l

Sidha Sambad
Author: Sidha Sambad

Leave a Comment

और पढ़ें