ବିଭାଗୀୟ କାର୍ଯ୍ୟ ସମ୍ପାଦନା ନାମରେ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପୃଷ୍ଠପୋଷାକତା କରି ଅର୍ଥ ହରି ଲୁଟ ପ୍ରସଙ୍ଗ ——- ଆଇଟି ଡି ଏ ପିଏ ଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲା ବିଜେଡ଼ି।
“ସୁନା ଦରରେ ଲାଗିଲା ନିଆଁ! ୧୦ ଗ୍ରାମକୁ ୧ ଲକ୍ଷ ୭୮ ହଜାର ପାର୍” “ରେକର୍ଡ ଭାଙ୍ଗିଲା ସୁନା ଦର: ଗୋଟିଏ ଦିନରେ ବଢ଼ିଲା ୧୧ ହଜାର ଟଙ୍କା” “ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଡ଼କ: ଆକାଶଛୁଆଁ ହେଲା ସୁନା ଦର”
ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ ଭାଗ ନେଲେ ରାଜ୍ୟର ୨୩୦ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ
ରାଜ୍ୟ ଖାଦ୍ୟଯୋଗାଣ ନିଗମ ପରିଦର୍ଶନ କଲେ ମନ୍ତ୍ରୀ ଧାନକିଣା ନେଇ କୌଣସି ଅଭିଯୋଗ ଆସିଲେ ଏହାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ
ବୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ହାଇୱା ପଛରେ ପିଟି ହୋଇ ବାଇକ୍ ଚାଳକ ମୃତ। ବାଲି ବୋଝେଇ ହାଇୱା ନେଲା ଜୀବନ: ଗହଙ୍ଗୁ ପାଟଣାର ଯୁବକ କହ୍ନେଇ ନାୟକଙ୍କ ଦେହାନ୍ତ।
ଆଜି (ବୁଧବାର, ୨୮ ଜାନୁଆରୀ ୨୦୨୬) ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ତଥା ଏନସିପି (NCP) ମୁଖ୍ୟ ଅଜିତ ପାୱାରଙ୍କର ଏକ ବିମାନ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ଘଟିଛି।
ରବୀନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ “ଭାରତୀୟମ୍” ଆୟୋଜିତ ଶବ୍ଦର ଅର୍ଘ୍ୟରେ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କଣ୍ଠଶିଳ୍ପୀ ସାଧାରଣତନ୍ତ୍ର ଦିବସ ଅବସରରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ