ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ * ପୌରାଞ୍ଚଳ ଓ ପରିବହନ ବିଭାଗ କାର୍ଯ୍ୟର ସମୀକ୍ଷା * ସ୍ପଞ୍ଜ କଲୋନୀର ଡ୍ରେନେଜ ସମସ୍ୟାର କଲେ ଅନୁଧ୍ୟାନ
ନୀଳଗିରି ସହରରେ ଶତାଧିକା ବିସ୍ତାପିତ ଙ୍କୁ ଗୃହ ପ୍ରଦାନ କେବେ ? ଅହେତୁକ ବିଳମ୍ବ ପାଇଁ ବଢୁଛି ଜନ ଅସନ୍ତୋଷ | କିଛି ଦୋକାନୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଗଲେଣି | ଗୃହ ଭାଙ୍ଗି ପରିବାର ଥଇଥାନରେ ପ୍ରଶାସନ ବିଫଳ |
*ସମ୍ବାଦଦାତା ସମ୍ମିଳନୀ *ଦେଡ଼ଶବର୍ଷର ପୋଖରୀ ଉପରେ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଲଲୁପ ଦୃଷ୍ଟି ! | *କୋର୍ଟ ଆଦେଶକୁ ଓଲଟା ଅର୍ଥ କରି ପଦକ୍ଷେପ ନେଲେ ।