Category: ଆଜି ଫୋକସରେ

ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ହଜାର ହଜାର ଲୋକଙ୍କ ସହ ହାତରେ ତ୍ରିରଙ୍ଗା ଧରି ପଞ୍ଚାୟତ ଅଞ୍ଚଳରେ ବୁଲିଲେ ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ- ମୁଖ୍ୟମନ୍ତ୍ରୀ

ନୂତନ ଶୀତଳ ଭଣ୍ଡାର ନୀତି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ● ଅଦ୍ୟାବଧି ୮୨ଟି ଉଦ୍ୟୋଗୀ ଆବେଦନ କରିଛନ୍ତି ● ଆଗ୍ରହୀ ଉଦ୍ୟୋଗୀଙ୍କୁ ଯଥାଶୀଘ୍ର GO SUGAM ପୋର୍ଟାଲରେ ଆବେଦନ କରିବାକୁ ଅନୁରୋଧ ● ସରକାରଙ୍କ ଦ୍ଵାରା ପ୍ରଦତ୍ତ ଆର୍ଥିକ ସହାୟତାର ଲାଭ ଉଠାଇବାକୁ ପରାମର୍ଶ