ନୀଳଗିରି,୧୩/୭(ସିଧାସମ୍ବାଦ);
ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ସ୍ଥିତ ଗୁରୁକୃପା ହୋଟେଲ ସଭାଗୃହ ରେ ଉତ୍କଳ ସାମ୍ବାଦିକ ସଙ୍ଘ ବାଲେଶ୍ୱର ଜିଲ୍ଲା ଶାଖା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ରାଜ୍ୟ ସଭାପତି ବିଭୁତି ଭୂଷଣ କର, ସମ୍ମାନିତ ଅତିଥି ବାଉଁଶବଣିଆ ସରପଞ୍ଚ ନିରଞ୍ଜନ ବାରିକ ଏବଂ ୨ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଉଷାରାଣି ରାଉଳ, ସଙ୍ଘ ର ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ପଟ୍ଟନାୟକ ଏବଂ ବିଶ୍ୱଜିତ ମିଶ୍ର, ଜିଲ୍ଲା ସଭାପତି ଲୋକନାଥ ଦଳେଇ ମଞ୍ଚାସିନ ରହି ସାମ୍ବାଦିକ ମାନସମାସ୍ୟା ସମ୍ପର୍କରେ ଉଦବୋଧନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନିରଞ୍ଜନ ବାରିକ ଏବଂ ମିଡିଆ କୋଡ଼ିନେଟର ଜୟଶ୍ରୀ ବେହେରାମଞ୍ଚ ପରିଚାଳନା କରିଥିଲେ। ଟୁନୁ ପଟ୍ଟନାୟକ ଏବଂ ସାଥି ମାନେସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଜିଲ୍ଲା ସଭାପତି ଙ୍କ କାର୍ଯ୍ୟ କାଳ ଶେଷ ହେଉଥିବା ରୁ ସର୍ବ ସମ୍ମତି କ୍ରମେ ଆଗାମୀ ୩ବର୍ଷ ପାଇଁ ପୁଣି ଥରେ ଲୋକନାଥ ଦଳେଇ ଙ୍କୁ ସଭାପତି ଚୟନ କରାଯାଇଛି।ପରେନୀଳଗିରି ର ଯୁବ ପ୍ରତିଭା ଚନ୍ଦ୍ରବିନ୍ଦୁ ଦାସ, କାଣ୍ଡଗରଡ଼ି ସରପଞ୍ଚ ରାଜେନ୍ଦ୍ର ରାଉତ, ବରିଷ୍ଠ ସାମ୍ବାଦିକ ଭଗବାନ ମହଲ, ଜଗନ୍ନାଥ ପାତ୍ର, ଅମିତ ବଳିଆରସିଂ, ବସ୍ତା ବ୍ଲକ ର ଯୁବ ସାମ୍ବାଦିକ ସ୍ବର୍ଗତ ମନୋରଞ୍ଜନ ପ୍ରଧାନ ଙ୍କ ପତ୍ନୀ ମାଳତୀ ପ୍ରଧାନ ଏବଂ ସୁଶାନ୍ତ ବେହେରା ଙ୍କ ମାତା ସୁକାନ୍ତି ବେହେରା ମରଣାତ୍ତର ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଶେଷରେ ଉପସଭାପତି ଆତ୍ମା ନନ୍ଦଦାସ ଧନ୍ୟବାଦ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ସୁଧାଂଶୁ ଶେଖର ବାରିକ, ରାଜାରାମ ଦାସ, ଅମର କୁମାର ଆଚାର୍ଯ୍ୟ,ବିଜୟ କୁମାର ପ୍ରଧାନ, କମଳ ଲୋଚନ ଆଚାର୍ଯ୍ୟ, ଗଗନ ସେଠି, ପ୍ରଶାନ୍ତ ବେହେରା, ରାଜକିଶୋର ମଲ୍ଲିକ, ଉପ ସଭାପତି ଜୀବନ କୃଷ୍ଣ ବାରିକ, ଅତ୍ମାନନ୍ଦ ଦାସ, ସତ୍ୟବ୍ରତ ଦାସ, ସଂଗଠନ ସମ୍ପାଦକ ଭଗବାନ ଦାସ, ସହ ସମ୍ପାଦକ ଅର୍ଜୁନ ସିଂ, ପ୍ରଶାନ୍ତ ବେହେରା, ସଞ୍ଜୟ କୁମାର ସାମନ୍ତ, କୋଷାଧକ୍ଷ ପ୍ରଫୁଲ୍ଲ କୁମାର ସାମନ୍ତରାଏ, ଜିଲ୍ଲା କମିଟି ସଭ୍ୟ ଭୋଗରାଇ ବ୍ଲକ ରୁ ଅଂଶୁମାନ ରାଉତ, ନାରାୟଣ ମିଶ୍ର, ସୁରେଶ କୁମାର ମହାନ୍ତି, ବସ୍ତା ରୁ ଦୀପକ ପରିଡା, ପ୍ରସନ୍ନପାତ୍ର,ଅଜିତ ସାହୁ, ବାଲିଆପାଳ ରୁ ଗୋପାଳ ବିଶ୍ୱାଳ,ସନ୍ନ୍ୟାସୀ ବେହେରା, ସିମୁଳିଆ ରୁ ଦେବେନ୍ଦ୍ର ନାୟକ, ପ୍ରଫୁଲ ପଟ୍ଟନାୟକ, ଅକ୍ଷୟ ଜେନା, ବାହାନଗା ଶରତ ସାମଲ, ପ୍ରମୋଦ ଶିଆଳ, ଲୋକନାଥ ପରିଡା, ଖଇରା ରୁ ରବୀନ୍ଦ୍ର ବିଶ୍ୱାଳ, ଅନାଦି ନାୟକ, ଆଲୋକ ପଣ୍ଡା,ଔପଦା ବ୍ଲକ ରୁମାନସ ବେଜ , ଚନ୍ଦ୍ରଶେଖର ବାରିକ, ନୀଳଗିରି ରୁ ବିଭୁତି ଭୂଷଣ ବେହେରା, ନିହାର ରଞ୍ଜନ ଜେନା, ଖଗେଶ୍ୱର ପରମାଣିକ, ସମରେନ୍ଦ୍ର ବାରିକ, ପ୍ରଫୁଲ୍ଲ କୁମାର ମହାନ୍ତି, ରିତୁନନ୍ଦ ଆଚାର୍ଯ୍ୟ, ମାନସ ମହାନ୍ତି, ସୁଶାନ୍ତ ସେଠି, ପ୍ରଶାନ୍ତ ବିଶ୍ୱାଳ, ବସ୍ତା ବ୍ଲକ ରୁ ପ୍ରସନ୍ନ ପାତ୍ର, ଅଜିତ କୁମାର ସାହୁ,ଦୀପକ ପରିଡା, ବାଲିଆପାଳ ରୁ ଗୋପାଳ ବିଶ୍ୱାଳ, ସନ୍ୟାସୀ ବେହେରା, ସିମୁଳିଆ ରୁ ଅକ୍ଷୟ କୁମାର ଜେନା, ଦେବେନ୍ଦ୍ର ନାୟକ, ପ୍ରଫୁଲ୍ଲ ପଟ୍ଟନାୟକ, ଖଇରା ରୁ ଅନାଦି ଚରଣ ନାୟକ, ପଦ୍ମଲୋଚନ ଦାସ, ବାଲେଶ୍ୱର ରୁ ସଞ୍ଜୟ କୁମାର ଦାସ, ଜଳେଶ୍ୱର ରୁ ମନୋଜ ଭୂୟାଁ, ରବିନ୍ଦ୍ର ପାତ୍ର,ରେମୁଣା ରୁ ଜୟନ୍ତ ଦାସ,ଗଜେନ୍ଦ୍ର ମହାଳିକ, ବିରେନ୍ଦ୍ର ରାଉତ ,ସନ୍ଦୀପ ପଣ୍ଡା ସୋର ସେକ ତାଜୁରୁଧିନି,ବିକତ୍ତନ ବାରିକ, ହେମନ୍ତ ବାରିକ ସମେତ୧୮୦ରୁ ଉର୍ଦ୍ଧ ସାମ୍ବାଦିକଜିଲ୍ଲା ର ସମସ୍ତ ୧୨ ଟି ବ୍ଲକ ରୁ ଉପସ୍ଥିତ ଥିବା ବେଳେ ୨୦ ଜଣ ସ୍ଥାନୀୟ ଗରିବ ଆଦିବାସୀ ପରିବାର କୁ ସଙ୍ଘ ତରଫରୁ ଶ୍ରୀମତୀ ରାଉଳ ,ଶ୍ରୀଯୁକ୍ତ ଦଳେଇ ମଶାରୀ ଏବଂ କମ୍ବଳ ବଣ୍ଟନ କରିଥିଲେ l




