ବୋଲଗଡ଼ :- ସ୍ବାସ୍ଥ୍ୟ ସେବା ନାଁରେ ନିଦ ସେବା ଚାଲିଛି ବାଙ୍କୋଇ CHC କେନ୍ଦ୍ରରେ ରୋଗୀ ମାନେ ରାତ୍ର ସମୟରେ ବହୁ ରୋଗୀ ସେବା ଯୋଗୁଁ ହଇରାଣ ହରକତ ।ସରକାର ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନେ ଚିକିତ୍ସିତ ହେବା ପାଇଁ ହଜାର ହଜାର ଟଙ୍କା ଦେଇ କର୍ମଚାରୀ ମାନଙ୍କୁ ନିଯୁକ୍ତି କରୁଛନ୍ତି ,କିନ୍ତୁ ବାଙ୍କୋଇ CHC କେନ୍ଦ୍ରରେ ରାତି ହେଲେ ଡକ୍ଟର ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ମାନେ ନିଘୋଡ଼ ନିଦରେ ଶୋଇ ମନ ମୁଖି ଶାସନ ଚଲେଇଛନ୍ତି । ସାମାନ୍ୟ କିଛି ଅସୁବିଧାରେ ଗଲେ ରୋଗୀ ରାତ୍ରି ସମୟ ରେ କର୍ମଚାରୀ ମାନେ ଶୋଇ ପରିସ୍ଥିତି ଅନୁଧ୍ୟାନ ନ କରି ରୋଗୀଙ୍କର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାତର କରାଯାଉଛି । ଏ ସବୁ ଘଟଣା ଦିନକର ନୁହେଁ ବରଂ ଅନେକ ଦିନ ଧରି ଚାଲିଛି ବଙ୍କୋଇ CHC କେନ୍ଦ୍ରରେ ତାକୁ ଅନୁଧ୍ୟାନ କରିବାକୁ ବୋଲଗଡ଼ ବ୍ଲକ ପ୍ରତିନିଧି ରାତ୍ର ସମୟରେ ମେଡିକାଲ କର୍ମଚାରୀ ମାନଙ୍କୁ ହେଲା କାଳ ! ଆକ୍ରୋଶ ମୂଳକ ଭାବରେ ଜେଲ୍ ରେ ପୁରାଇବା ପାଇଁ ଷଡ଼ଯନ୍ତ୍ର ।
ରାତି ହେଲେ କାହିଁକି ରହୁ ନାହାନ୍ତି ଚାମ୍ବରରେ ଡକ୍ଟର ।
ରୋଗୀ ଗଲେ ନିଘୋଡ଼ ନିଦରେ ସୋଇଥିବା ଦେଖିବାକୁ ପାଇବେ କର୍ମଚାରୀ ମାନଙ୍କ ଠାରୁ ଡକ୍ଟର ପର୍ଯ୍ୟନ୍ତ ।
CHC କେନ୍ଦ୍ରରେ ଠିକରେ ମିଳୁନି ମେଡିସିନ ।
ବାଙ୍କୋଈ CHC କେନ୍ଦ୍ରରେ ଆସୁଥିବା ଅନେକ PHC ଗୁଡିକରେ କାହିଁକି ୪-୫ ନର୍ସିଂ ଷ୍ଟାଫ୍ ଡେପୁସନରେ ଅଛନ୍ତି , CHC କେନ୍ଦ୍ରରେ in-charge କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ?






