ମିଟ ଇନ ଇଣ୍ଡିଆ କନକ୍ଳେଭରେ ଓଡିଶା ପର୍ଯ୍ୟଟନ ଓଡିଶା ପର୍ଯ୍ୟଟନ ବିକାଶ ପାଇଁ ବର୍ତ୍ତମାନ ସରକାରଙ୍କ ଉଦ୍ୟମକୁ ପ୍ରଂଶସା କଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଶେଖାୱାତ ମିଟ ଇନ ଇଣ୍ଡିଆ ରେ ଓଡିଶାରେ ମାଇସ(MICE)ର ସମ୍ଭାବ୍ୟ ବିକାଶ ଉପରେ ଆଲୋଚନା
ଇନ୍ୱେକ୍ ଓମେନ୍ ବିଜନେସ୍ ମେଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଇନ୍ୱେକ୍ ଓମେନ୍ ବିଜନେସ୍ ମେଳା ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ ଏହି ମେଳା ଏକ ‘ନାରୀ ଶକ୍ତିର ମହୋତ୍ସବ’ ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ସଂକଳ୍ପ – ମୁଖ୍ୟମନ୍ତ୍ରୀ
କାଶ୍ମୀରର ପାହାଲଗାଓଁ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ମାନଙ୍କ ଆତ୍ମାର ସଦଗତି ପାଇଁ ଏକ ମହମବତୀ ଶୋଭାଯାତ୍ରା
ଲକ୍ଷ୍ମୀ ସାଗର ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ପ୍ରସଙ୍ଗ | ସି ପି ଆଇଏମ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଫେରାଦ ପରେ ପୋଖରୀ ଖୋଳା ଆରମ୍ଭ ।